କରୋନା ଟିକା ନେବା ପରେ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ

ହାଇଦ୍ରାବାଦ: କରୋନା ଟିକା ନେବା ପରେ ପୁଣି ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୪୦ବର୍ଷ ହୋଇଥିବା ବେଳେ ସେ ‌ଜ‌ାନୁଆରି ୧୯ରେ କରୋନା ଟିକା ନେଇଥିଲେ। ହେଲେ ଛାତିରେ ଯନ୍ତ୍ରାଣା ହେବାରୁ ଆଜି ସକାଳ ୫ଟା ୩୦ରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ କରୋନା ଟିକା ପାଇଁ ହୋଇନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି … Continue reading କରୋନା ଟିକା ନେବା ପରେ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ